କୋଭିଡ-୧୯ ପାଇଁ ଔଷଧ ବ୍ୟବହାରକୁ ନେଇ ଆଡଭାଇଜରି ଜାରି କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ସାରା ଦେଶ ଏବେ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏବେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି। କରୋନା ଭଳି ମାରତ୍ମକ ଭୂତାଣୁ ସହ ଲଢ଼ିବା ପାଇଁ କୌଣସି ଟୀକା ଏଯାବତ୍‌ ବାହାରି ପାରି ନଥିବା ବେଳେ ଏହି ରୋଗର ଚିକିତ୍ସା ପାଇଁ ଔଷଧ ଭାବେ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବ୍ୟବହାର କରାଯାଉଛି। ତେବେ, ଏହି ଔଷଧକୁ କିଛି ଲୋକ ଏବେ … Continue reading କୋଭିଡ-୧୯ ପାଇଁ ଔଷଧ ବ୍ୟବହାରକୁ ନେଇ ଆଡଭାଇଜରି ଜାରି କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ